Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharmaraj Majhi

Romance Fantasy Others

4  

Dharmaraj Majhi

Romance Fantasy Others

ଏକଲାପଣ

ଏକଲାପଣ

1 min
91


ଫେରେଇ ଦିଅ :-

ସେ ସକାଳ

ସେ ଅପରାହ୍ନ

ସେ ସନ୍ଧ୍ୟା

ସେ ରାତି

ସେ ସମୟ

ସେ ମୁହୂର୍ତ୍ତ 

ସେ ଚିଠି

ସେ ପ୍ରୀତି !!


ପାରିବନି,

ତେବେ ମୁଁ ହିଁ ନେଇଯିବି:-

ହୋଇଯିବି ସ୍ମୃତି


ସେ ଗୋଲାପ ଆଜି ମଉଲା

ଦିନ ସବୁ ମଳିନ

ଆବେଗ ସବୁ ବନ୍ଦୀ

ଏକଲାପଣ ର ଅସହାୟତାରେ

ଏବେ ଫେରୁଛି ଏକ ମୁହାଁ ହୋଇ !!


ଥାକ ଉପରେ

ପରସ୍ତ ପରସ୍ତ ଅତୀତ

ଚାପି ଧରୁଛି ମୋହ

ହେଉଛି ଅଣନିଃଶ୍ୱାସୀ

ବାସ୍

ମୁଁ ହିଁ ମୁକୁଳି ପାରୁନି

ତୁମ ପ୍ରେମ ରୁ !!


ମୁକ୍ତ କର ,

ମୋତେ ଏ ଏକଲାପଣ ରୁ !!


Rate this content
Log in

Similar oriya poem from Romance