I'm Dharmaraj and I love to read StoryMirror contents.
ହୃଦୟ ହିଁ ଶୁଣିଛି ଆଉ ବୁଝୁଛି ,ଭଲ ପାଇବାର ଅର୍ଥ ଶବ୍ଦହୀନ ଅର୍ଥହୀନ ରଙ୍ଗହୀନ ପୁଣି ବାସହୀନ !! ହୃଦୟ ହିଁ ଶୁଣିଛି ଆଉ ବୁଝୁଛି ,ଭଲ ପାଇବାର ଅର୍ଥ ଶବ୍ଦହୀନ ଅର୍ଥହୀନ ରଙ୍ଗହୀନ ପୁଣି ବାସହୀନ !!
ଆସ,ଜାଳିବା ଦୀପଟିଏଏଇ ଭରଷାରେ,ଲେଳିହାନ୍ ଶିଖା ଅଭିଷିକ୍ତ କରୁ ମଣିଷକୁପିନ୍ଧେଇ ଦେଉ କବଜ ସୁରକ୍ଷାର ... ଆସ,ଜାଳିବା ଦୀପଟିଏଏଇ ଭରଷାରେ,ଲେଳିହାନ୍ ଶିଖା ଅଭିଷିକ୍ତ କରୁ ମଣିଷକୁପିନ୍ଧେଇ ଦେଉ କବଜ ସୁରକ୍...
ତୁମେ କୁହନି ବୋଲି,ଶବ୍ଦ ସବୁ ଏବେ କବିତା ତୁମେ କୁହନି ବୋଲି,ଶବ୍ଦ ସବୁ ଏବେ କବିତା
ସାପଟି କାତି ଛଡ଼ାଇ ଯିବାକୁ ବ୍ୟସ୍ତ, ନିଜ ପରିଚିତ ସହରକୁ ! ସାପଟି କାତି ଛଡ଼ାଇ ଯିବାକୁ ବ୍ୟସ୍ତ, ନିଜ ପରିଚିତ ସହରକୁ !
ମୁଁ ଭିଜୁଛି ,ପୂର୍ଣ୍ଣତାର ସ୍ୱରରେମାଟିରୁ ଆସୁଛିତୁମ ଦେହର ବାସ୍ନା ତୁମେ ଛୁଇଁ ଦେଉଛ ଅଶରୀରି ହୋଇ,ଥରୁଛ ମୁଁ ଭିଜୁଛି ,ପୂର୍ଣ୍ଣତାର ସ୍ୱରରେମାଟିରୁ ଆସୁଛିତୁମ ଦେହର ବାସ୍ନା ତୁମେ ଛୁଇଁ ଦେଉଛ ଅଶରୀରି ହ...
ସେ ଗୋଲାପ ଆଜି ମଉଲା ଦିନ ସବୁ ମଳିନ ଆବେଗ ସବୁ ବନ୍ଦୀ ଏକଲାପଣ ର ଅସହାୟତାରେ ଏବେ ଫେରୁଛି ଏକ ମୁହା ସେ ଗୋଲାପ ଆଜି ମଉଲା ଦିନ ସବୁ ମଳିନ ଆବେଗ ସବୁ ବନ୍ଦୀ ଏକଲାପଣ ର ଅସହାୟତାରେ ଏବେ...
ଦୂରେଇରୁହ ସ୍ମୃତିରାଶିକୁ ପାସୋରି ଅସ୍ପଷ୍ଟ କରି ରଖ ଚିଠି, ଚିତ୍ର ଆଉ ରହସ୍ୟ ସାଇତି ରଖନି,ଗୋପନ ... ଦୂରେଇରୁହ ସ୍ମୃତିରାଶିକୁ ପାସୋରି ଅସ୍ପଷ୍ଟ କରି ରଖ ଚିଠି, ଚିତ୍ର ଆଉ ରହସ୍ୟ ସାଇତି ରଖନି,ଗୋପନ...
ବାଳୁତ ଛୁଆକୁ କାଖେଇ, ରୁକ୍ଷ ଚକଟା ମାଟିକୁ କରିଚାଲିଛି ନରମ ବାଳୁତ ଛୁଆକୁ କାଖେଇ, ରୁକ୍ଷ ଚକଟା ମାଟିକୁ କରିଚାଲିଛି ନରମ
ତୁମ ନିରବତା , ତୁମ ଅନୁପସ୍ଥିତି ରେ ଶବ ପ୍ରାୟ ଏ ମନ , ତୁମ ନିରବତା , ତୁମ ଅନୁପସ୍ଥିତି ରେ ଶବ ପ୍ରାୟ ଏ ମନ ,
ଆବଦ୍ଧ ନିର୍ବାସନ ରେ ଲୁହ ଆଉ କୋହ ଆବଦ୍ଧ ନିର୍ବାସନ ରେ ଲୁହ ଆଉ କୋହ