STORYMIRROR

Dharmaraj Majhi

Romance Tragedy Classics

3  

Dharmaraj Majhi

Romance Tragedy Classics

ନ ଥିବା କ୍ଷଣ

ନ ଥିବା କ୍ଷଣ

1 min
92


ତୁମେ ଅଛ

ବୋଲି ,ସବୁଠି ଈର୍ଷା !!

ତୁମେ ଦେଖବୋଲି,ମୋ ଦେହେ ନିଶା !!

ତୁମେ କୁହନି ବୋଲି,ଶବ୍ଦ ସବୁ ଏବେ କବିତା

ତୁମେ ଶୁଣନି ବୋଲି,କୋହ ସବୁ ଏବେ ବ୍ୟଥା

ତୁମେ ନାହଁ ବୋଲି ମୁଁ,ଉଦାସ ଆଉ ମଉନ

ତୁମେ ନାହଁ ବୋଲି ମୁଁ ଆଜି ଶୂନ୍ୟ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance