STORYMIRROR

Dharmaraj Majhi

Abstract Classics Fantasy

3  

Dharmaraj Majhi

Abstract Classics Fantasy

କାତି

କାତି

1 min
67


କିଛି ଗୋଟେ,

ଖଡ୍ ଖାଡ଼ ହେଉଛି ବୁଦା ଭିତରେ,

ଦେଖିଲି,

ସାପଟି କାତି ଛଡ଼ାଇ ଯିବାକୁ ବ୍ୟସ୍ତ, 

ନିଜ ପରିଚିତ ସହରକୁ !!

ଅସହଜ ଥିଲା,

ତଥାପି ସେ ଉତାରି ଦେଲା, 

ତା ପ୍ରିୟ ଅତୀତ !!

ସଦ୍ୟ କଅଁଳ ବର୍ତ୍ତମାନକୁ ନେଇ,

ସାପଟି ଖୁବ୍ ଯତ୍ନ ରେ ଆଗେଇ ଚାଲିଛି ,

ଆଗକୁ,ଆଉ ଆଗକୁ....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract