STORYMIRROR

Trushna Das

Abstract Tragedy Inspirational

3  

Trushna Das

Abstract Tragedy Inspirational

ଛଳନା

ଛଳନା

1 min
62

କେମିତି ଭୁଲି ପାରିଲ ସେ ଅଭୁଲା ଦିନ

ବଧେ ପ୍ରେମ ଥିଲା ତୁମ ପାଇଁ ଛଳନା

ଯଦି ଖେଳିବାର ଥିଲା ଖେଳିଳନି ଖେଳନା

କାହିଁକି ମୋତେ ବନେଇଲ ଖେଳନା

ସାଥୀ ହୋଇ ମୋ ସହ କଲ ଛଳନା

କେମିତି ମୁଁ ଭୁଲିବି ତୁମ ପ୍ରତାରଣା

କେମିତି ମୁଁ ଭୁଲିବି ତୁମ ସେ ଛଳନା।


କେମିତି ଭୁଲି ପାରିଲ ଦେଖାଇ ଥିବା ସପନ

ଛଳନାରେ ଆଣିିିଲ ମୋ ଜୀବନେ ପ୍ରେମ

ପ୍ରତିଶ୍ରୁତି ଦେଇଥିଲ ସାଥୀ ହୋଇବ ସାରା ଜୀବନେ

ଅଧା ରାସ୍ତାରେ ଦେଇ ଚାଲିଗଲ ପ୍ରତାରଣା 

ଲେଖି ଦେଇ ଗଲ ମୋ ଜୀବନେ କଳଙ୍କର ଛଳନା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract