STORYMIRROR

Trushna Das

Abstract Others

3  

Trushna Das

Abstract Others

ଆଖି

ଆଖି

1 min
233

ଆଖି ସେ ତ ମିଛ କୁହେନା

ସେଥିରେ ଝଲସି ଉଠେ ମନର ସବୁ ଭାବନା

ଖୁସିରେ ପରିକାଶ ହୁଏ ତାର ପ୍ରଫୁଲ୍ଲିତ ଠାରା

ଦୁଃଖରେ ଛଳଛଳ ଆଖି କୁହେ ହୃଦୟର ଅକୁହା କଥା

ଓଠ ସିନା ରୁହେ ତୁନି

ହେଲେ ଚୁପ ରୁହେ ନାହିଁ ମୌନ ଆଖି

ତାର ଚୋରା ଚାହାଣି

ମନକୁ ନିଏ ଚୋରାଇ 

ତାର ଉଦାସୀନ ଦୃଷ୍ଟି

ହୃଦୟକୁ ଦିଏ ଭରି

ଏ ପରା ନୟନା

ଆଦୌ ମୌନ ରୁହେନା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract