STORYMIRROR

Trushna Das

Abstract Others

3  

Trushna Das

Abstract Others

ସ୍ବପ୍ନ ନା ବାସ୍ତବତା

ସ୍ବପ୍ନ ନା ବାସ୍ତବତା

1 min
170

ସ୍ବପ୍ନ ଭରା ଆଖିରେ

ନିଦ ନ ଥିଲା ସତେ

ମନ ଜାଣି ଥିଲା ଯେ

ସେଥିରେ ସତ କେତେ

ହେଲେ ହୃଦୟ ପରା ବୁଝେନା କେବେ

ପୁଲ୍ଲକିତ ହୋଇ ହୃଦୟ କୁହେ

ସେ ସବୁ ସ୍ୱପ୍ନ ନୁହେଁ ବାସ୍ତବ ସତେ

ହେଲେ ବିବେକ କହେ ସ୍ୱପ୍ନ ଦେଖନା ଏତେ

ହୃଦୟ ଆଉ ବିବେକର ଟଣାଟାଣିରେ

ଜିତିବ କିଏ କହିବ ସମୟ ଦିନେ

ତାହା ସ୍ୱପ୍ନ ନା ବାସ୍ତବ ଜ୍ଞାତ ନାହିଁ ସତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract