Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nalini Subudhi

Abstract Others

3  

Nalini Subudhi

Abstract Others

ସେବା

ସେବା

1 min
208



ସେବା କାର୍ପଣ୍ଯ ଦେବା ବଳେ

     କିବା ଅସାଧ୍ଯ ମହି ତଳେ । 

ସେବା ମନୁଷ୍ଯର ପରମ ଧର୍ମ

     ସେ ଧର୍ମେ ଆଚର ସୁକର୍ମ ।

 କାଷ୍ଠ ପାଷାଣେ ନଥାନ୍ତି ଦେବତା

     ନିତ୍ଯ ଏକଥା କର ଚିନ୍ତା  । 

ନପୂଜ କାଷ୍ଠ ଓ ପାଷାଣ ମନ୍ଦିର ରେ

     ନାରାୟଣ ଥାଆନ୍ତି ଦେହରେ। 

 ବିଜେ ସକଳ ଘଟେ ନାରାୟଣ                        

    ଥାଆନ୍ତି  ଅଦୃଶ୍ଯ ରୂପେଣ  । 

ମାନବ ସେବା ମଣି ମାଧବ ସମାନ

     ନର ରୂପରେ ପୂଜ ନାରାୟଣ

ମାନବ ସେବାର ହିତେ ଡାକତର 

     କେତେ ଘୃଣ୍ଯ କର୍ମ ତାଙ୍କର

ତଥାପି ସବୁ ପଛ କରି

       ମାନବ ଦେହେ ନରହରି। 

ସେବାରେ କର୍ମ ପରିଭାଷା

      ସେବିକା ମଦର ଟେରେସା

ନିଜର ସୁକର୍ମ କରିଗଲେ

       କାଳକୁ ସୁଯଶ ରଖିଲେ

ରଜକ କର୍ମ ନିର୍ବହଣ

       ନିରନ୍ତର ମହଳ ବସନ

ମନେ ନରଖି ଘୃଣା ଭାବ

      ଏହାତା କର୍ମର ସଂଯୋଗ

ନାପିତ ମାନବ ହିତାର୍ଥେ

     ସେବାରେ ଥାଏ ସେ ନିରନ୍ତେ

ସେବାକୁ ନଭାବିବ ହିନ

     କର୍ମକୁ କର ସମ୍ପାଦନ ।



Rate this content
Log in

Similar oriya poem from Abstract