ଅନୁତାପ
ଅନୁତାପ
ଭୁଲ କରି ଜିଏ ନିଜେ କରୁନାହିଁ ଅନୁତାପ ।
ତାକୁ ଯେତେ ବୁଝେଇଲେ କି ହବ ସେ ଗଧଙ୍କର ବାପ।।
ମନୁଷ୍ୟ ମାତ୍ରେ ତ ଭୂଲଥାଏ ।
ହେଲେ ଯେ ସୁଧୁରେ ସେ ତିଷ୍ଟେ ।।
ଯେ ଜାଣି ଶୁଣି ବାରମ୍ବାର ଭୂଲକରେ ।
ସେ ଜୀବନରେ ଚାଲେ କଷ୍ଟେ ମଷ୍ଟେ ।।
ଅନୁତାପ କଲେ ଜଣେ ସୁଧିରିବା ଜାଣେ ।
ଯେ ବୁଝି ଅବୁଝା ହେଲା ବୁଲେ ଏଣେ ତେଣେ ।।
କହିବା ବାହୁଲ୍ୟ ଏଠି ନ କହିବା ଭଲ ।
କଳିଯୁଗ ଇଏ ପୁଣି ନମାଳିଲେ ମଲ।।
ସବୁ ଶୁଣି ଦେଖି ଜାଣି କରୁଥିଲେ କର୍ମ ।
ତଥାପି ଭୂଲ ଭଟକା ଆସେରେ ଜୀବନ ।।
