ମୃତ୍ୟୁ
ମୃତ୍ୟୁ
ଦୁଈ ଦିନ ପାଈଁ ମତ୍ୟରେ କୁନିଆଁ ।
ସେଥିପାଇଁ ତତେ ନିଅଁଟ ଦୁନିଆଁ ।।
ଦିନେ ଆସିଅଛୁ ଦିନେ ତୁ ଜିବୁ ।
ଗଲାବେଳେ ସାଥେ କଣ ନେବୁ ।।
ମୃତ୍ୟୁ ଏକା ସତ ସବୁଟି ମିଛ ।
ଜଗନ୍ମାଥ ନାମ ମନରେ ଭଜ ।।
କ୍ଷମତା ଜୌବନ ଧନ ସମ୍ପତି ।
ଅଟେ ପରା କ୍ଷୟସ୍ଥାଈ ।।
ଏକୁ ଏକ ବଳିଆର ଆଜେ ଜୀବନରେ ।
ତାଙ୍କୁ ନେଈ ଗର୍ବ କରିବା ଯେ ନାହିଁ ।।
କ୍ଷଣ ଭଙ୍ଗୁର ଏ ମନୁଷ୍ୟ ଜୀବନ ।
କେତେବେଳେ ଜିବ ଚାଲି ।।
ମୁଁ ମୋର କହି କେତେ ଅରଜିଛ ଧନ ସମ୍ପତି ।
ପାରୁନକି ତାକୁ ଶେଷ ସମୟରେ ଭୂଲି ।।
ଏହିପରା ଅଟେ ନିୟତି ନିୟମ ।
ଜନ୍ମ ମୃତ୍ୟୁ ର ଖେଳ ।।
ସମୟ ସରିଗଲେ କିଏ ଏ ଭବେ ରହି ନାହାଁନ୍ତି ।
ସ୍ବୟଂ ବ୍ରହ୍ମାଣ୍ଡ କତ୍ରା ନିୟନ୍ତି ଯେ ଅବତାର ।।