Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Others

2  

Susil Pani

Others

ଈଶ୍ୱର

ଈଶ୍ୱର

1 min
173


           

ଜଗତର ଅଧିଶ୍ବର ଅଟନ୍ତି ଯେ ଈଶ୍ବର ।

   ତାଙ୍କ ଇଙ୍ଗିତରେ ଚାଲେ ଏ ଜଗତ ସଂସାର।।

ସେ ଯେ ସତ୍ୟ ନିତ୍ୟ ପୁଣି ସର୍ବବ୍ୟାପି ।

 ତାଙ୍କ ବିନା ନିର୍ଦ୍ଦେଶରେ ନହଲେ ଗଛର ପତ୍ରଟି।।

ସେ ଯେ ଚିରନ୍ତନ ସତ୍ୟ ଜଗତ ଈଶ୍ବର ।

      ଆମେ ମିଛ ମାୟା ଭରା ଏ ଶରୀର ।।

ସେ ଯେ ପରଂବ୍ରହ୍ମ ପୁଣି ଆମେ ଅଟୁ ବ୍ରହ୍ମ ।

 ତାଙ୍କଠାରୁ ଆମେ ଜାତ ତାଙ୍କଠାରେ ହେବୁ ଲିନ।।

ଆହ ହର୍ତା କର୍ତ୍ତା ବିଧାତା ଅଟନ୍ତି ଈଶ୍ବର ।

       ତାଙ୍କ ବିନା ଆମ ସତ୍ତା ନାହିଁ ଜଗତର।।

ତାଙ୍କ ଜଗତର ଏକ ଅଟୁ କ୍ଷୁଦ୍ର ଜୀବ ।

  ଜୀବନ ଧାରଣ କରିଛୁ ସେ କରିବାରୁ ଦୟାଭାବ ।।



Rate this content
Log in