STORYMIRROR

Susil Pani

Abstract

2  

Susil Pani

Abstract

ନାରୀ

ନାରୀ

1 min
188

ନାରୀ ରୂପେ ମା ହୋଈ ସ୍ରଧା କରୁଅଛ

ନାରୀ ରୂପେ ସ୍ତ୍ର୍ରୀ ହୋଈ ପ୍ରେମରେ ମୋହୁଛ

ନାରୀ ରୂପେ ଭଗିନି ହୋଈ ସ୍ମେହ ଦେଉଅଛ

ନାରୀ ରୂପେ କନ୍ୟା ହୋଈ ଭକ୍ତିଯେ କରୁଅଛ

ନାରୀ ରୂପେ ଦୂର୍ଗା ହୋଈ ମହା ଦୂର୍ଗତିରୁ ଉଧାରୁଛ

ନାରୀ ରୂପେ ଲକ୍ଷ୍ମୀ ହୋଈ ଅର୍ଣ୍ମଦାତ୍ରି ବୋଲାଉଛ

ନାରୀ ରୂପେ ସରଶ୍ବତି ହୋଈ ବିଦ୍ୟା ପ୍ରଦାନ କରୁଛ

ନାରୀ ରୂପେ କାଳି ହୋଈ ପାପିମାନଙ୍କୁ ନାସୁଛ

ଧନ୍ୟ ତୁମେ ନାରୀ ରୂପେ ଜଗତ ଜନନୀ

ତୁମ ଚରଣରେ କୋଟି ପ୍ରଣିପାତ କରେ ଏ ଅଧର୍ମ ପୁଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract