STORYMIRROR

Susil Pani

Classics

3  

Susil Pani

Classics

ଅଭିସପ୍ତୟ

ଅଭିସପ୍ତୟ

1 min
317

ଅଭିସପ୍ତ ଏହି ଅଭାବି ଜିବନେ

            ପ୍ରତିକ୍ଷାର ନାହିଁ ଅନ୍ତ

ଶ୍ରମ କାତରେ ଚିନ୍ତାଗ୍ରସ୍ତ ହୋଈ

           ପଥପ୍ରାନ୍ତ ଓ ବିଭ୍ରାନ୍ତ

ଲୋଡାଅଛି ତାର ଅନେକ ଆକାଂକ୍ଷା

           ପୂର୍ଣ୍ଣ ହେବାପାଈଁ ସତ

ସେଥିପାଇଁ ସିଏ ଭାବନା ରାଈଜେ

             ବୁଡି ହୁଏ ମର୍ମାହତ

ଆସା ତା ଅନେକ କର୍ମ ତାର ଏକ

             ବଞ୍ଚିବାର ଏକ ପନ୍ଥା

ଭାବିଲେ କିହେବ ଜଦି ଉପାର୍ଜନ ନଥିବ

            ଭାବନାର ମୂଲ୍ୟ ବ୍ୟର୍ଥ

ଅଧିକ ଉପର୍ଜନ ପାଈଁ ନାହିଁ ତା ସମ୍ବଳ

            ନାହିଁ ତାର ପ୍ରତିଆରା

ଜନବଳ ନାହିଁ ଧନବଳ ନାହିଁ

         ଅଛି ଖାଲି ତାର ଅପଚେଷ୍ଟା

ଅପଚେଷ୍ଟା ପାଈଁ ହାରୁନି ଜିବନେ

           ତଥାପି କରୁଛି ସଂଘସ୍ର

ଭାବୁଅଛି କାଳେ କେବେ ଭାଗ୍ୟଦେବି ବିଜେହେବେ

      ହୋଈଜିବ ତାର ମନସ୍କାମ ସତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics