Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Others

2  

Susil Pani

Others

ମଣିଷ ପଣିଆ

ମଣିଷ ପଣିଆ

1 min
361



ଆବେଗଭରା ଏ ଦରଦି ଜିବନେ ,

                ପ୍ରତିକ୍ଷାର ନାହିଁ ଅନ୍ତ ।

ଶାନ୍ତ କ୍ରାନ୍ତ ଆଉ ଅବିଶ୍ରାନ୍ତ ହୃଦୟରେ ,

               ଭାବନାରେ ବିମୋହିତ ।

କର ଅବା ମର ଜୀବନ ବିତାଅ ,

              ଶୋଷଣ ହଉବା ଲାଞ୍ଛନା ।

ଦଣ୍ଡେ ଖାଇ ଖଣ୍ଡେ ପିନ୍ଧି ,

          ବଞ୍ଚିଗଲେ ତରିଜିବ ଏ ଜୀବନେ ।

ଘାତକ ସାଜିଛି ଆପଣାର ଲୋକ ,

                 କହିବା କାହକୁ ଆଉ ।

ମଣିଷ ଭିତରେ ମହତ ପଣିଆଁ ,

               ଦେଖିହେଉ ନାହିଁ ଆଉ ।

ତୃଛ ପ୍ରଶଂସା ପାଇବା ବାହାନାରେ ,

         ଖାଲି ନିଜେ ନିଜକୁ ଦେଖାଉ ଥାଉ । 

ଗର୍ବ ଅହଂକାର ପ୍ରଭୂତ ବିସ୍ତାର ,

              ମନୋଭାବ ନେଇ ମନୁଷ୍ୟ ।

ନିଇତି ଜିଉଁଛି ପାଇବା ଆସାରେ ।

               ହୋଇ ନିଜେ ପ୍ରଥଭ୍ରଷ୍ଟ ।

ନିତି ଆଦର୍ଶକୁ ଜଳାଞ୍ଜଳି ଦେଇ ,

                 ହୋଇଅଛି ପ୍ରଥଭ୍ରଷ୍ଟ ।

ମାନ ଅପମାନ ଲାଞ୍ଛନା ସହି ସେ,

       ଅନ୍ତରରେ କାନ୍ଧି ମୁଖରେ ଫୁଟାଏ ହସ ।



Rate this content
Log in