Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational

5.0  

Susil Pani

Inspirational

ମୋ ଭାରତ

ମୋ ଭାରତ

1 min
365


        

ଦେଶ ନାମ ଆମ ଭାରତ ଅଥଈ ।

          ଜାତିୟ ପତକା ନାମ ତ୍ରିରଙ୍ଗା ।।

ନାନା ଭାଷା ଜାତି ଥିଲେ ବି ଭାରତେ ।

        ସଭିଏଁ ଆମେ ଭାତୃଭାବରେ ବନ୍ଧା ।।

ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍ଟୟାନ ।

          ସଭିଏଁ ଆମର ଯେ ଭାଈ ଭାଈ ।।

ଦେଶ ମାତୃ୍ମକାର ସେବା କରିବାକୁ ।

         କେବେ ନ ଜିବୁ ଆମେ ପଛେଈ ।।

ହିମାଳୟ ଯାର ଉଟ୍ଟ ପର୍ବତ ।

           ବଡ ନଦି ମଦ୍ଧେ ମହାନଦି ।।

ଗାନ୍ଧି ଗୋପବନ୍ଧୁ ସୁବାସ ନେତାଜି ।

          ମହାପୁରୁଷ ବୋଲାନ୍ତି ଯେଉଁଠି ।।

ଗଙ୍ଗା ଜମୁନା ସରସ୍ବତି

            ତ୍ରିଙ୍ଗମ ସଂଙ୍ଗମ ହୋଈ ।।

ବହି ଜାଈଛନ୍ତି ଭାରତ ଦେଶରେ ।

             ପବିତ୍ର ନଦି ବୋଲାଈ ।।

ସବୁଜ ସୁନ୍ଦର ସଶ୍ୟ ସାମଳା

              ଭାରତ ଦେଶ ଆମର ।।

ତାହାରି ସେବାରେ ଲାଗିଥିବୁ ନିତି ।

          ପଛେ ଜାଉ ଜିବନ ଆମର ।।



Rate this content
Log in

Similar oriya poem from Inspirational