STORYMIRROR

Susil Pani

Inspirational

3  

Susil Pani

Inspirational

ରାଖୀ

ରାଖୀ

1 min
31

ରାଖୀ ରେ ରାଖୀ ତୁ ରହିଲୁ ସାଖୀ ।

ଭାଈ ଭଉଣୀର ଜୀବନେ ଜାକି ।।

ମମତାର ବନ୍ଧନରେ ଭଉଣି ବାନ୍ଧେ ରଖି ।

ସମ୍ପର୍କର ସୁତା ଖିଅ ମଜଭୂତ କରିବା ପାଇଁ ଟି ।।

ସ୍ନେହ ଶ୍ରଦ୍ଧା ଭଲ ପାଇବାର ରାଖୀ ଅଟେ ବନ୍ଧନ ।

ଭାଇ ରଖେ ଭଉଣୀର ମାନ ଅଭିମାନ ପଛେ ଦେଇ ନିଜ ଜୀବନ ।।

ଅଟୁଟ ବନ୍ଧନ ଈଏ ଭଲ ପାଈବାର ।

ସମ୍ପର୍କର ବନ୍ଧନ ହୁଅ ଅତି ଯେ ନିବିଡ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational