STORYMIRROR

Susil Pani

Romance

3  

Susil Pani

Romance

ପ୍ରିୟା ରେ ପ୍ରିୟା ତୁ ଏକି କଲୁ

ପ୍ରିୟା ରେ ପ୍ରିୟା ତୁ ଏକି କଲୁ

1 min
450

ପ୍ରିୟାରେ ପିୟା ତୁ ଏକି କଲୁ

ସୁଖ ସାଥେ ସଦା ଥିଲୁ ମୋ ସାଥିରେ

ଦୁଖ ବେଳରେ କି ନିରଦୟ ହେଲୁ

ପ୍ରିୟାରେ ପ୍ରିୟା ତୁ ଏକି କଲୁ

ସୁଖର ସପନ ଦେଖୁଥିଲି ନିତି

ତୋ ରୂପକୁ ଭାବି ଭାବି

ସଂସାର ତୋ ସାଥେ କରିବି ବୋଲି ମୁଁ

କହୁଥିଲି ସାଙ୍ଗ ସାଥେ

ତୋ ପ୍ରେମକି ଥିଲା ଛଳନା ମୋ ପାଈଁ

ଅଧାବାଟେ ଛାଡିଗଲୁ

ପ୍ରିୟାରେ ପ୍ରିୟା ତୁ ଏକି କଲୁ

ଦିନଟିଏ ମୋତେ ନଦେଖିଲେ ତୁହି

ବିକଳରେ କାନ୍ଦୁଥିଲୁ

ସକେଈ ସକେଈ ତା ଆରଦିନ

ତୋ ପ୍ରେମେ ଭିଜଉ ଥିଲୁ

ଏ କଣ ହେଲା କହ ତୁମେ ପିୟା

ଅତିତର ପ୍ରେମ କି ଭୁଲି ଗଲୁ

ଭଲ ପାଈବାର ଅଭିନୟ କରି

ପ୍ରତାରଣା ମୋତେଦେଲୁ

ପ୍ରିୟାରେ ପ୍ରିୟା ତୁ ଏକି କଲୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance