STORYMIRROR

Susil Pani

Abstract

2  

Susil Pani

Abstract

ସମ୍ପର୍କ

ସମ୍ପର୍କ

1 min
164

  ସମ୍ପର୍କର ସୁତାଖିଅ ଅଟେ ଭାରି ଟାଣ

     ଯେ ବୁଜିଛି ତା ମହତ୍ବ ସେ କରିଛି ପଣ

ସମ୍ପର୍କର ବନ୍ଧନରେ ଏ ଦୁନିଆଁ ଗଢା

   କିଏ କାହାର ଭାଈ ଭଗ୍ମୀ କିଏ କହାର ଶଳା

ସମ୍ପର୍କ ପାଈଁକି ଚାଲିଛି ଏ ଦୁନିଆଁରେ ନାଟ

  ଆମେ ସବୁ କଳାକାର ଏ ଜଗତର ରଙ୍ଗମଞ୍ଚ

ଗୋଟେ ଅଟେ ରକ୍ତ ସମ୍ପର୍କ

            ଆଉ ଏକ ଲେଖି ଯୋଖା

ଲେଖା ଜୋଖା ସମ୍ପର୍କ ଆଜି କାଲି ଅତି ନିବିଡ

               ରକ୍ତ ସମ୍ପର୍କଟା ଫିକା

ସମ୍ପର୍କ ରଖିବା ପାଈଁ ନାହିଁ କିଛି ବାଡବତା

    ଯାହାର ଯାହା ପଟିଲା ସେ ହୋଇଲା ସଚା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract