STORYMIRROR

Sachidananda Behera

Fantasy Thriller

4  

Sachidananda Behera

Fantasy Thriller

ବସନ୍ତ ପାଖେ ପିକର ଚିଠି

ବସନ୍ତ ପାଖେ ପିକର ଚିଠି

1 min
317


ବସନ୍ତ ପାଖେ ଆଜି ପିକ

          ବାଢୁଛି ଅଭିଯୋଗ..,

କାହିଁ ଗଲା ମୋ ପ୍ରେମ ଆଉ

         ହୃଦୟର ନାୟକ ..?


ଶେଷ ଚିଠିରେ ଲେଖିଥିଲା

         କରିବ ସେ ବରଣ...,

 ଚିଠି ପାଇବା ଆଗରୁ ମୁଁ        

       ହେଲା କାଇଁ ମରଣ..?


ଅଫେରା ପଥେ ଚାଲିଗଲା

         କରିଣ ମୋତେ ପର...,

ପ୍ରେମେ ନୋହିଲା ସଫଳ ମୋ

       ଲାଗିଲା କା' ନଜର..!

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy