STORYMIRROR

Sachidananda Behera

Classics Inspirational Others

2  

Sachidananda Behera

Classics Inspirational Others

ଭଗବାନ

ଭଗବାନ

1 min
126


କିଏ କହିଲା ଧରାଧାମରେ

ନାହାନ୍ତି ସ୍ୱୟଂ ଭଗବାନ,

ଯଦି ସେ ନାହାନ୍ତି

ତେବେ କିଏ ଦେଲା ଆମକୁ ଜୀବନ।।(୧)


କିଏ କହିଲା ନାହିଁ 

ଭଗବାନଙ୍କ ସ୍ୱରୂପ ମର୍ତ୍ତ୍ୟରେ ,

ଯଦି ସେ ନାହାନ୍ତି

ତେବେ କିଏ ସାଥି ଆମ ସୁଖ ଦୁଃଖରେ।।(୨)


ଦୁଃଖ ବେଳେ ମୁଖରୁ ଆମର

ବାହାରେ ନାମ ଯେ ତାଙ୍କର,

ତେବେ କିପରି କହିବା ରୂପନାହିଁ

ଧରାଧାମରେ ଭଗବାନଙ୍କର ।।(୩)


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics