Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Behera

Abstract Action Others

3  

Sachidananda Behera

Abstract Action Others

【*ଅଜଣା ବାଟୋଇ* 】

【*ଅଜଣା ବାଟୋଇ* 】

1 min
207



ଜୀବନର ଚଳାପଥେ  

     ମୁଁ ଏକା ବାଟୋଇ,

ଦୁଃଖ ସୁଖ ହସ ଲୁହ

  ଯାତନା କୁ ବୋହି।।(୧)

ଭାରି କଷ୍ଟ ଏ ବାଟ

    ଭରା କଣ୍ଟା ଶେଯରେ

ମୁଁ ଏକା ଅବାସ୍ତବ

ଚାଲେପୁଷ୍ପ ଅସରାରେ।(୨)

ଦୁଃଖ,କଷ୍ଟ ମୋ ବନ୍ଧୁ

  ଲୁହ ଯନ୍ତ୍ରଣା ମୋ ସାଥି,

ଚଳିବି ମୁଁ ଭାଗ୍ୟକୁ ଆଦରି

ଜୀବନ ଥିବା ଯାଏ ଏମିତି।

ଯାତନାର ବୋଝକୁ ମୁଣ୍ଡେଇ

  ଅଂଟାମୋର ଭାଙ୍ଗି ଗଲାଣି,

ଏ କଷ୍ଟ କହିବି କାହାକୁ 

  ମୋ ଦୁଷ୍ମଭାର କାହାଣୀ।।

ସମୟ ସ୍ରୋତରେ ମୁଁ 

    ଶୁଷ୍କ ଦିଗହଜା ତୃଣ ଟିଏ

ଦିନରାତି,ବର୍ଷମାସ

  ଯନ୍ତ୍ରଣା ସହ୍ୟକରେ ଯିଏ।।

ହସର ମନେ କଣ

  ଅର୍ଥ ବୁଝେନା ଏ ମନ,

ଖୁସି ମୋ ପାଇଁ

  ସତେ ପରିରାଇଜ ସପନ।।

ଭାରି ବିଚିତ୍ର ଏ ଜୀବନ

  ଭାରି ଅବିବେକୀ ସତେ,

ଚରାଏ ହସ ଖୁସି

  ସମ୍ପର୍କ ଅଛି ଯେତେ ।


Rate this content
Log in