ଠୁଳହୋଇ ପୁଷ୍ପଙ୍କରେ ମଧୁକର କୁଳ ମଧୁର ନିନାଦେ ମୋତେ କରନ୍ତି ଆକୁଳ(2) ଠୁଳହୋଇ ପୁଷ୍ପଙ୍କରେ ମଧୁକର କୁଳ ମଧୁର ନିନାଦେ ମୋତେ କରନ୍ତି ଆକୁଳ(2)
ହେ ଫଗୁଣ ତୁମେ ହେ ଫଗୁଣ ତୁମେ
ସାଥୀ ପାଇଁ ମନ ଝୁରେ ସାଥୀ ପାଇଁ ମନ ଝୁରେ
ବାସନ୍ତିକା ଲଗନରେ, ଭିଜା ସୁରଭିତ ପ୍ରେମ, ରାତି ଲାଗେ ନିଦଭରା, ବାସନ୍ତିକା ଲଗନରେ, ଭିଜା ସୁରଭିତ ପ୍ରେମ, ରାତି ଲାଗେ ନିଦଭରା,
ଅଫେରା ପଥେ ଚାଲିଗଲା କରିଣ ମୋତେ ପର..., ପ୍ରେମେ ନୋହିଲା ସଫଳ ମୋ ଲାଗିଲା କା' ନ ଅଫେରା ପଥେ ଚାଲିଗଲା କରିଣ ମୋତେ ପର..., ପ୍ରେମେ ନୋହିଲା ସଫଳ ମୋ ଲାଗିଲ...
ପିକ ଜାଣେ କଣ୍ଠ ସିନା ସୃଜନ ମଧୁର ଲୋକଲୋଚନର ବେଳେ ପ୍ରାଣ ଥରହର । ପିକ ଜାଣେ କଣ୍ଠ ସିନା ସୃଜନ ମଧୁର ଲୋକଲୋଚନର ବେଳେ ପ୍ରାଣ ଥରହର ।