STORYMIRROR

Mr.GAGAN BIHARI NAYAK

Romance Fantasy Inspirational

3  

Mr.GAGAN BIHARI NAYAK

Romance Fantasy Inspirational

ବସନ୍ତ ଆସିଛି

ବସନ୍ତ ଆସିଛି

1 min
242


ବସନ୍ତ ଆସିଛି ଦେଖ,

ସବୁଜ ପତରେ ସତେ,

ଶୁଖିଲା ତରୁଶାଖାରେ,

ଫୁଟିଲାଣି ଫୁଲ କେତେ(0)


ଗାଇଲାଣି କୋଇଲିଟା,

କୁହୁକର କୁହୁତାନ,

କହିଲାଣି ମଧୂମକ୍ଷୀ,

କଳିକାକୁ ଚୂପି କାନେ,

ହସିଲାଣି ସବୁଜିମା,

ସପନ ସଜେଇ ଓଠେ(୧)


ବାସନ୍ତିକା ଲଗନରେ,

ଭିଜା ସୁରଭିତ ପ୍ରେମ,

ରାତି ଲାଗେ ନିଦଭରା,

ଆଖିରେ ମିଳନ ସ୍ବପ୍ନ 

ବସନ୍ତର ମଳୟରେ

ବିରହ ପରାଣ ତାତେ (୨)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance