Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

4  

Bijay Prusty

Fantasy

ଶରତ ସଞ୍ଜ

ଶରତ ସଞ୍ଜ

1 min
475



ଶରତ ସଞ୍ଜର ମାତାଲ କିରଣ

ଜହ୍ନିଫୁଲ ଫୁଟା ବେଳ 

ନୀଡେ ବାହୁଡନ୍ତି କଳରବ କରି

ବିହଙ୍ଗମ ଦଳ ଦଳ I


ନହକା ଖରାରେ ଦେହସେକେ ଜହ୍ନ

ଅଳସ ଭାଙ୍ଗଇ କଇଁ

ଅନ୍ଧାର ଆଗରୁ ଆଲୁଅର ଧାରେ

ତାରାଟିଏ ଦିଶୁନାହିଁ I


ଆକାଶଟା ସାରା ଶାରଦୀୟ ଶୋଭା

ସପନ ଦେଖୁଛି ଆଖି

ଗୋଲାପ ବିଞ୍ଚୁଛି ପ୍ରୀତିର ପରାଗ

ଭଅଁରକୁ ରଖି ସାକ୍ଷୀ I


ରକ୍ତ ଝରିଯାଏ ଦିଗବଳୟ ଦେହୁ

ଶେଫାଳୀ ମୁହଁରେ ହସ

ସଞ୍ଜ ଗଡିଯାଇ ଅନ୍ଧାର ଆସିଲେ

ଛୁଟାଇବ ତାର ବାସ I



Rate this content
Log in