Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Manhira

Tragedy

3  

Sarat Manhira

Tragedy

ଅଧୁରା କାହାଣୀ

ଅଧୁରା କାହାଣୀ

1 min
380



ଯେଉଁ ସମୟରେ ଭାଙ୍ଗିଲା ପ୍ରେମ

    ପ୍ରତୀକ୍ଷା ର ମିଳନ ରହିଗଲା ଭଗ୍ନ

ପ୍ରେମ ଦେଇଗଲା ଜୀବନ ସ୍ବପ୍ନ

    ପୁଣୀ ରହିଗଲା ଅଧା ସ୍ବପ୍ନ l


କେଉଁ ଜନ୍ମର ପ୍ରତିଶୋଧ ନେଲା

    ପାଖରେ ଥାଇ ବି ଦୂର ହେଇଗଲା

ପ୍ରେମ ଏକ କେମିତି କା ବହି ଥିଲା

    ଶବ୍ଦ ନ ପଢୁ ବହି ସରିଲା l


କେମିତି ଥିଲା ଭାଗ୍ୟରେ ଲେଖା

     ହାତ ଧରୁ-ଧରୁ ହାତ ଛାଡିଗଲା

କହିଥିବା ଅକୁହା କଥା

    ପବନ ସାଥେ ଉଡେଇ ଗଲା l


Rate this content
Log in

Similar oriya poem from Tragedy