STORYMIRROR

Sarat Manhira

Tragedy

3  

Sarat Manhira

Tragedy

ସହୀଦ ନନ୍ଦନ ଖୁଦିରାମ

ସହୀଦ ନନ୍ଦନ ଖୁଦିରାମ

1 min
157

ବିଦାୟ ଦେ ମାଆ 

   ଏ ବନ୍ଦୀ ଘରେ ଆସି

ହସି ହସି ପିନ୍ଧିବି ଫାସି 

   ଦେଖିବେ ଭାରତ ବାସୀ ।


ଶନିବାର ଦଶଟା ବେଳାରେ

    ଜୀବନ ନଥିବ ମାଆ

ଜାଳିଦେ ଦୀପଟେ ଧରି

   ଖୁଦିରାମ ନାମେ ବୋହି ।


ଭାରତ ମା' କୋଳରେ ଖେଳିଲି

    ବଞ୍ଚାଇବାକୁ ତୋ ଜୀବନ

ସଂଗ୍ରାମ କରୁ କରୁ ଇଂରେଜ ହାତେ

    ସହୀଦ ସ୍ୱପ୍ନ ଦେଖିଲି ।


ଶେଷରେ ବିଦାୟ ଦେ ମାଆ

    ମୋ ମଳିନ ମୁଖକୁ ଅନାଇ

କାନ୍ଦିବୁନି ଭାରତ ମା

    ଭାବିନେବୁ ହଜିଗଲା ଖୁଦି ଅମାପ ରାତିରେ ।


Rate this content
Log in

Similar oriya poem from Tragedy