Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୂନ୍ୟଉପକ୍ରମଣିକା
ଶୂନ୍ୟଉପକ୍ରମଣିକା
★★★★★

© Ram Prasad Bisoi

Abstract Fantasy

1 Minutes   1.1K    3


Content Ranking

ମାଙ୍କଡ଼ା ପଥର,

ଶୂନ୍ୟ କୋଠରୀ ତା ସହ,

ବିଦେହ ଆତ୍ମା,

ଜାଣେ ,

ତୁମେ ଖୋଜ ମତେ ,

ଶୂନ୍ୟ ଆକାଶରେ ମୁଁ ,

ତୁମକୁ,

ମୋ କବିତାର ଶବ୍ଦ ଭିତରେ,

ସେ ଅଣଆୟତ୍ତ ଶୋଷ ଅନ୍ତଃହୀନ,

ତା ଦାହ,

କେବେ ତ ପଚାରି ଦେଖ,

ଆକାଶର ଅମୃତବର୍ଶନୀକୁ କାରଣ,

କାହିଁକି ?

ସେ ବରଷି ଯାଏ ପ୍ରକୃତି

ଛାତିରେ ଅତର୍କିତ ଭାବେ,

କିଏ ?

ଅବା କାହାର ନିର୍ଦ୍ଦେଶରେ ,

କଣ ?

ତା ସମ୍ପର୍କର ହେତୁ,

କାଳଜୟୀ,

ଅନାବିଳ ଦେହାଆତିତ,

ଅମର ସର୍ବଦା ନୁହେଁ କି ?

ଉଭୟ ପ୍ରେମ

ଶୂନ୍ୟ ଆକାଶ ସମ୍ପର୍କ ପ୍ରେମ

Rate the content


Originality
Flow
Language
Cover design

Comments

Post


Some text some message..