Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Abstract

3  

Sanjya Tripathy

Abstract

ଚ ନଗବା ଦାରିଦ୍ର୍ୟର ଜ୍ୟାମିତିରେ

ଚ ନଗବା ଦାରିଦ୍ର୍ୟର ଜ୍ୟାମିତିରେ

1 min
201


ଚ ନଗବା

ଦାରିଦ୍ର୍ୟର ଜ୍ୟାମିତିରେ ଭୋକର ଅପରିବର୍ତିତ ଭୂଗୋଳ

ଅପପୁଷ୍ଟିର ପରିମିତିରେ ଅପହଂଚ ଇଲାକା

ଜନନୀ ଫତ୍ରଣାରେ ବ୍ୟର୍ଥ ମମତା, ଯଶୋଦା, ସୁରଭି

ଏବେ ସମୁଦ୍ରରେ ସର୍କସ ଦେଖଦିବିଛିନ୍ନାଞ୍ଚଳ ଶିଶୁ

ଅପପୁଷ୍ଟିର ଅପଖ୍ୟାତିରେ ଅନ୍ୟ ଏକ ଅଧ୍ୟାୟ

ଯୋଗାଯୋଗର ପ୍ରଚେଷ୍ଟାରେ ବ୍ୟର୍ଥ ପ୍ରଶାସନ-ତୁସ୍ଥ ଅଧିବାସୀ

କୃଷ୍ଣଚୂଢାର ହୀନ ସ୍ଥବଳରେ ପର୍ଯ୍ୟବସିତ ପ୍ରେମ କାହାଣୀ

ଓଡିଶା ସାରା ଭର୍ତ୍ତି ନଗଡା-ସର୍ବତ୍ର ଜନନୀ ଫଶୁଣା

ଉପତ୍ୟକା ଏବେ ବି ବିଚିନ୍- ଅଂଧକାର ଏବେ ବି ପ୍ରଛନ୍ନ

ଘନ କାଳିମାରେ ଅସହାୟତାରେ ଖଲିଡ୍ -ବିକ୍ରିର ହିସାବ

ସଭ୍ୟ ସମାଜରେ ବୁଦ୍ଧିଜୀବୀ ଭୂପତିତ-ଇଂଗଲରେ ବାବାଘର ଗର୍ଜନ

କୁକୁର କଦଶାରେ ଶୋକ ପାଳୁଥିବା ନଗହାର ଅପରିପୁଷ୍ଟ ଶିଶୁ

ଏବେ ବି ଭୋକିଲା-ଏବେ ବି ଅଭୂଲା ।।



Rate this content
Log in

Similar oriya poem from Abstract