STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ସ୍ମୃତି

ସ୍ମୃତି

1 min
169

ପ୍ରୀତିର ପୁଲକ ସ୍ମୃତି

ଜ୍ୟୋସ୍ନାର ଚମକ ସ୍ମୃତି

ଆଶାର ଆଲୋକ ସ୍ମୃତି

ଚେତନା ର ପରିସ୍ପୁଟନ

ସ୍ମୃତି, ଅନ୍ତରଚକ୍ଷୁର ଉନ୍ମୋଚନ

ସ୍ମୃତି, ଅନ୍ତରର ଅକୁହା କଥା

ହିଁ ସ୍ମୃତି, ଜୀବନର ଯାତନା

ହିଁ ସ୍ମୃତି, ବ୍ୟଥାର ବେଦନା

ହିଁ ସ୍ମୃତି, ପବିତ୍ରତାର ଗଙ୍ଗା

ବହେ ଯଦି ସ୍ମୃତିରେ, ସ୍ମୃତି

ହୁଏ ଯମୁନା ନଈ, ଗ୍ରୀଷ୍ମର

ଝାଂଜିରେ ଶୀତଳ ସ୍ପର୍ଶ

ହୁଏ ସ୍ମୃତି, ଭଲ ପାଇବାର

ବାହାନା ସ୍ମୃତି ।


Rate this content
Log in

Similar oriya poem from Abstract