STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ରଫଖାତା

ରଫଖାତା

1 min
120

ରଫଖାତା ପରି

ତମେ ଯେବେ

ଲେଖିଦିଅ, ଅନାବନା

କଥା ମୋ ଉପରେ

ମୁଁ କିନ୍ତୁ ରଫ ଖାତା

ନୁହେଁ, ନୋଟବୁକ ପରି

ତମେ କିନ୍ତୁ ବ୍ଲାକ ମାର୍କ

ହୁଏ, ମୁଁ ଯେବେ କହେ

କିଛି ଶର୍ଟକର୍ଟ ଟୁ ଦି 

ପୋଏଣ୍ଟ ବ୍ରିଇଫ କିଛି

କଥା, ତମେ କିନ୍ତୁ

ଲେଖିଦିଅ, ଅନାବନା

କଥା, ତମ ପରେ

ମତେ ଲାଗେ

ସବୁ କିଛି ଫେକ ଆଉ

ତମେ ବି ତ କହି ଥାଅ

ଅନାବନା କଥା, ମୁଁ

କିନ୍ତୁ ରଫ ଖାତା ନୁହେଁ ।


Rate this content
Log in

Similar oriya poem from Abstract