Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhashree Bhattamisra

Abstract

4.0  

Sudhashree Bhattamisra

Abstract

ପ୍ରତିଛବି

ପ୍ରତିଛବି

1 min
229


ଖାଁ ଖାଁ ଜୀଵନ ଟା

ଯେବେ ଶୂନ୍ୟତା ରେ

ଭରା ଲାଗେ, ଆଶ୍ଚର୍ଯ୍ୟ

ଲାଗେ, ଆଚମ୍ବିତ ଲାଗେ l

ମୁଁ କିନ୍ତୁ ଯେମିତି ସେମିତି

ସ୍ମୃତିର ଦର୍ପଣରେ ତମ

ପ୍ରତିଛବି ଦେଖେ l

ଆଲିଙ୍ଗନ ନିବିଡ

ବନ୍ଧନ ବୋଧେ ଭଲପାଇବା

ଭଲପାଇବା ଯେ କେବେ ଛଳନା ର l

ଘର ହୁଏ, ମୁଁ କିନ୍ତୁ ସ୍ମୃତିର ଦର୍ପଣରେ

ଦେଖେ ତମ ପ୍ରତିଛବି, ଧୂ ଧୂ

ମରୁବାଲି ଜୀବନଟା ଯଦି ଖୋଜେ l

କେବେ ଟିକେ ଭଲ ପାଇବା

ଭଲପାଇବା କାହିଁକି ଛଳନା ର

ଘର ହେବ, ସ୍ବପ୍ନ ହିଁ ଭଲପାଇବା

ଛଳନା ହିଁ ଭଲପାଇବା l


Rate this content
Log in

Similar oriya poem from Abstract