STORYMIRROR

Ram Prasad Bisoi

Abstract

3  

Ram Prasad Bisoi

Abstract

ଏକା ଏକା-ଖାଲି ହାତ ମୁଠା

ଏକା ଏକା-ଖାଲି ହାତ ମୁଠା

1 min
349

କାହା ପାଇଁ କେଜାଣି ଏତେ ସବୁ ସ୍ୱପ୍ନ 

ଆଉ 

ତା ସାକାର ହେବାର

ନିଶା,

ସବୁ ଯଦି ମାଟି ମାଟି ଲାଗେ ଗନ୍ଧ, 

କବର କଣ ? ଲେଖିବ 

କାହାଣୀ, 

ଯାହା ରହି ଯାଇଛି

ଅଧା,ଅଧା


ଆସିଛି ମୁଁ ଏକା ଏକା 

ଚାଲିଯିବି

ହୋଇ ଏକା ଏକା 

ଛାଡିଯିବି ଏକା ଏକା 

ଯାହା କିଛି 

ରହି ଯାଇଛି ହୋଇ

ବାକି 

ରଖି ଜୀବନ ଖାତାରେ 

ହିସାବ ନିକାସ

ପୁରୁଣା


ଶୁନ୍ୟ ପରର ନିଶବ୍ଧତା, 

କିଏ ? କେବେ ମାପିବାକୁ କରିଛି 

ଚେଷ୍ଠା,

ସବୁ କିଛି ଏଠି ହଜିଯାଏ 

ନୀରବରେ କବରଖାନ୍ନାର ଲମ୍ବା ନୀରବତା ଭିତରେ,

ଚାରିଆଡେ ଅସୁମାରୀ ସ୍ୱପ୍ନର ଅଙ୍କା ଯାଇଥିବା 

ଅଧାଅଧା 

ଚିତ୍ରର ,ଯେ ଭିଡ-

ତା ଭିତରେ ଏକା ଏକା ଖାଲି ହାତ ମୁଠା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract