ପ୍ରୀତି ଜର
ପ୍ରୀତି ଜର
ଶିହରି ଉଠିଲି ତୋ ଦେହ ଛୁଆଁରେ
ରାତିଟା ଲାଗିଲା ପର
ସପନକୁ ଯେବେ ନିଜର ଭାବିଲି
ହୋଇଗଲା ପ୍ରୀତି ଜର,
ବଇଦ ଖୋଜିଲି ଅଉଷଧି ପାଇଁ
କେହିବି ମିଳିଲେ ନାହିଁ
ତୋ ଓଠ ମଦିରା ଢାଳିଦେଲୁ ଯେବେ
ଜୀବନଟା ଗଲା ରହି.. ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
ଶିହରି ଉଠିଲି ତୋ ଦେହ ଛୁଆଁରେ
ରାତିଟା ଲାଗିଲା ପର
ସପନକୁ ଯେବେ ନିଜର ଭାବିଲି
ହୋଇଗଲା ପ୍ରୀତି ଜର,
ବଇଦ ଖୋଜିଲି ଅଉଷଧି ପାଇଁ
କେହିବି ମିଳିଲେ ନାହିଁ
ତୋ ଓଠ ମଦିରା ଢାଳିଦେଲୁ ଯେବେ
ଜୀବନଟା ଗଲା ରହି.. ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ