ସମୟର ଉପହାସ
ସମୟର ଉପହାସ
ଫନି ଆସିଲା ଫଣା ଟେକି
ଅଧା ଓଡିଶାକୁ ନଷ୍ଟ କଲା
ଫନି ଆସିଲା ଅବେଳଟାରେ
ଖୁସିକୁ ମାରି ଖୁସି ହେଲା ॥
କାହାର ଜୀବନ ନେଲା
କାହାର ଛାତରୁ ଘୋଡଣୀ
ଗଛଲତାଙ୍କୁ ବି ମାରିଦେଲା
ପଶୁପକ୍ଷୀଙ୍କୂ ବି ଛାଡିଲାନି ।
କାହାର ଧନ ନେଲା ତ
କାହାର ମନ ନେଇଗଲା
କାହାକୁ କନ୍ଦେଇଲା ତ
କାହା ନିଦ ଚୋରାଇଲା ।