STORYMIRROR

Dipti lekha Mishra

Inspirational

3  

Dipti lekha Mishra

Inspirational

ମୁଁ କୃଷକ

ମୁଁ କୃଷକ

1 min
451

କୋଟି କୋଟି ଜୀବ ଜନ୍ମନ୍ତି

ଏ ବିଶ୍ୱର କୋଳରେ

ଖାଦ୍ୟ ପାଇଁ ନିତି ଖଟନ୍ତି

ଏ ଭଵ ସାଗରରେ।।


ବଡ ହୋଇ ଦିନେ ମଣିଷ

କେତେ ଦେଖେ ସପନ

ଟଙ୍କା କମାଇ ତା ଜୀବନେ

ଛୁଇଁବ ସେ ଗଗନ||


ଡାକ୍ତର ଇଂଜିନିୟର

ପୋଲିସ ଆଇନଜୀବୀ

ସବୁ ଭେଟ ହେବେ ଆମକୁ

ସୁଖଦୁଃଖ ସମୟରେ।।


ସମସ୍ତ ଜୀବ ଲୋଡ଼େ ଖାଦ୍ୟ 

ଦିନରେ ଦୁଇ ତିନିଥର

ସବୁରି ମୂଳେ କୃଷି କୃଷକ

ଯା' ବିନା ଜଡ ହେବ ଶରୀର।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational