STORYMIRROR

Satyaprakash Sethy, M. A(UGC NET)

Inspirational

4  

Satyaprakash Sethy, M. A(UGC NET)

Inspirational

ମ୍ୟୁଜିକ୍ ଦିବସ

ମ୍ୟୁଜିକ୍ ଦିବସ

1 min
41


ଆଜି ପରା ଦିନେ ମ୍ୟୁଜିକ୍ ବଜାଇ

ଗାଏ ଜୀବନ ସଙ୍ଗୀତ

ପ୍ରଫୁଲ୍ଲତା ଆଣ ମନରେ ତୁମର

 ଶୁଣି ପ୍ରିୟ ଜନ ଗୀତ।।

ଆସ ଆମେ ଆଜି ଗାଇବା ଗୀତରେ

ନାଚି ଯିବା ତାଳେ ତାଳେ

ବାଦ୍ୟ ଯନ୍ତ୍ର ଆଉ ସ୍ଵର ଲୟ ଧରି

 ଝୁମି ଯିବା ସାଙ୍ଗ ମେଳେ। ।

ଯିଏ ପାରିବନି ନାଚି ଅବା ଗାଇ

ବାଦ୍ୟଟି ବଜାଉ ସିଏ

ଝଙ୍କୃତ ହେଲେ ସ୍ଵର ଶବ୍ଦ ବୀଣା

ଦେଖିବା ରହୁଛି କିଏ।।

By ସତ୍ୟ ପ୍ରକାଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational