STORYMIRROR

Dipti lekha Mishra

Others

3  

Dipti lekha Mishra

Others

ଧିକ ତୁମ ହୃଦୟ

ଧିକ ତୁମ ହୃଦୟ

1 min
321

ନାରୀ ହୋଇଗଲି

କନ୍ୟା ଜନ୍ମ ଦେଲି

କୁହ ତ କିଏ ଏଥିରେ

ମୋର ବା ଦୋଷ କଣ?


ମୋତେ ତୁମେ ଆପଣେଇ

କଣ ନଷ୍ଟ ହେଲା ତୁମର

ମୋ କନ୍ୟାକୁ ଆପଣେଇଲେ

କି ଅପମାନ ହେବ ତୁମର

ବାସ ଏତିକି ହିସାବ ଦରକାର।


ତୁମେ କଣ ପୁରୁଷ ଗର୍ଭରୁ ଜନ୍ମ 

ଅବା ତୁମେ ନାରୀ ବିନା ସମ୍ପୂର୍ଣ୍ଣ

ତଥାପିରେ ମୂର୍ଖ ବୁଝିପାରୁନ

କନ୍ୟା ପାଇଁ ଦେଉଛ କଷଣ।


ବିଭୁଙ୍କ ଅଟେ କନ୍ୟା ବରଦାନ

ଯଦି ତୁମେ କରିନପାରୁଛ ଗ୍ରହଣ

ତାହେଲେ ତୁମେ ମନେ ରଖ

ହରାଇଦେବ ପୁରୁଷ ସମ୍ମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍