STORYMIRROR

Dipti lekha Mishra

Inspirational

3  

Dipti lekha Mishra

Inspirational

ବୋଉ ତୁ ଦେବୀ-୧

ବୋଉ ତୁ ଦେବୀ-୧

1 min
223

ବୋଉ ଲୋ ତୁ ମୋ ପାଇଁ ଦେବୀ ପ୍ରତିମା

ତୋ ପରିଶ୍ରମ ଦେଖି ମୁ ଭାବେ

ମୋ ବୋଉ ସତରେ କଣ ପଥର

ଯେତେ କାମ କରୁଛି ସେତେ ଖୁସି

ଯେତେ କଥା କୁହେ ସବୁ ମଧୁର

ନା ବିରକ୍ତି ହୁଏ ନା ମୁହଁ ଫେରାଏ

ସେ ସବୁବେଳେ ସତେଜ ରହୁଥାଏ|


ତୁ ଜାଣିନୁ ବୋଉ ତୋ ଶକ୍ତି କେତେ

ପ୍ରଭୁ ତୋତେ ଆକାଶ ଛୁଇଁବାକୁ

ତୋ ଶରୀରେ ଅମାପ ବଳଦେଇଛନ୍ତି

ସ୍ନେହର ସମୁଦ୍ର ଭସାଇଦେଇଛନ୍ତି |


ତୁ କେବେ ବି ଥକି ପଡୁନୁ 

ନିରାଶ ବି ହେଉନାହୁଁ

ତୋ ଦୁଃଖ କେବେ କହୁନାହୁଁ

ତୁ କୋଉ ଧାତୁରେ ଗଢା ଲୋ???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational