Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pritish Selma

Inspirational Others

4  

Pritish Selma

Inspirational Others

ବୀର୍ ଜବାନ୍

ବୀର୍ ଜବାନ୍

1 min
63



ବୀର୍ ଜବାନ୍ ସାହାସିର୍ ପୁଓ

ଭାରତ୍ ଦେଶର୍ ଗରବ୍ ଆଏ ।

ବାହାଦୁର୍ ସିପାହୀ ବୀର୍ ଜବାନ୍

ଭାରତ୍ ଦେଶର୍ ଗରବ୍ ଆଏ ‌‌।


ତୁମେ ତ ଆଏ ଭାରତର୍ ଗୈାରବ

ତୁମର୍ ଲାଗି ବଢିଛେ ଭାରତର୍ ସୌରଭ ।

ତୁମର୍ ଲାଗି ସୁଖେ ଅଛେ ଜନତା ମାନକର୍ ମନ 

ତୁମର୍ ପାଦେ ଆମର୍ କୋଟି କୋଟି ନମନ୍ ।


ଝଡ ବର୍ଷା ସାଙ୍ଗେ ତୁମେ ଲଢି ଜାଏସ

କଁଟା ଉପରେ ତୁମେ ଚାଲି ଜାଏସ ।

ଦୁସମନ୍ ସାଙ୍ଗେ ଲଢି କରି ବିଜୟୀ ପାଏବାର୍ ଟା 

ଅସଲି ପହେଚାନ୍ ଆଏ,

ବୀର୍ ଜବାନ୍ ସାହାସିର୍ ପୁଓ

ଭାରତ୍ ଦେଶର୍ ଗରବ୍ ଆଏ ।


ବୀର୍ ଜବାନ୍ ସାହାସିର୍ ପୁଓ

ଭାରତ୍ ଦେଶର୍ ଗରବ୍ ଆଏ ।

ବାହାଦୁର୍ ସିପାହୀ ବୀର୍ ଜବାନ୍

ଭାରତ୍ ଦେଶର୍ ଗରବ୍ ଆଏ ।

                   


Rate this content
Log in

Similar oriya poem from Inspirational