STORYMIRROR

Pritish Selma

Others

2  

Pritish Selma

Others

ରାକ୍ଷୀ

ରାକ୍ଷୀ

1 min
42

ବହୁତ୍ ପୁରୁଣା ଆମର୍ ଝଗଡ଼ା ଟେ ଥିଲା

ହେଲେ ମୋର୍ ଲାଗି ସେ ମୋର୍ ନୁ ପହେଲା ଆସି ଥିଲା

ବୟସେ ବଡ୍ ଥିଲା ସେ ମୋର୍ ନୁ...

କାଣା ସେ ଉପରୁ ପଡ଼ିଥିଲା....


ଠକି ଠକି କରି ବହୁତ୍ କାମ ମୁଇଁ ତାହାକେ କରି ମଗେଇଛେଁ

ହେଲେ କେବେ ତାହାକେ ଥାଙ୍କ ୟୁ ନାଇଁ କହି

ଲୁକି ଲୁକି ତାର୍ ବେଗ୍ ରୁ ଚକୋଲେଟ୍ ଆହେଛେଁ ହେଲେ

କେଭେ ମୁଇଁ ନେଇଛେଁ ନାଇଁ କହି


ବାହାରେ ଟିକେ ଉତପାତ୍ ହେଲେ ମୁଇଁ 

ଘରେ ଆସି କରି ସେ କହିଦେସି....

ଛାଇ ଏନ୍ତା ସାଙ୍ଗେ ଥିଲା ମୋର୍ 

ଦିଦି ଆଜି ମନେ ପଡି ଯାଏସି


ରାକ୍ଷୀ ଆଜି ହେଲେ ସେ ସପ୍ତାହେ ଠାନୁ

ସବୁ ବଜାର୍ ଛୋଟ୍ ନୁ ବଡ଼ ଦୁକାନ୍ ବୁଲି ଆଏସି

ଛାଇ ଏନ୍ତା ସାଙ୍ଗେ ଥିଲା ମୋର୍

ଦିଦି ଆଜି ମନେ ପଡି ଯାଏସି


ଆଜି ସେ ସାଙ୍ଗେ ନାଇଁନ , ମତେ ତାର୍ ଚେହେରା ତାରା ଆଉ ଜହ୍ନ ରେ ଦିସସି

ଛାଇ ଏନ୍ତା ସାଙ୍ଗେ ଥିଲା ମୋର୍

ଦିଦି ଆଜି ମନେ ପଡି ଯାଏସି।


ବହୁତ୍ ମନେ ପଡିସି ସେ ରାକ୍ଷୀର୍ ଦିନ୍ ଦିଦି

ମାଁ ନୁ ପାଏସା ନେଇକରି ତେତେ ଦେବାର୍ ଟା ଆର୍ ବେଲେ ବୁଡି ଗଲେ

ତତେ ମନେଇ କରି ସେ ପଏସା ନେଇଯିବାର୍ ଟା


ଆଉ ବି ବହୁତ୍ କଥା ମନେ ପଡସି ଦିଦି

ଆର୍ ଯେତେବେଳେ ବି ମନେ ପଡସି 

ମୋର୍ ସାର୍ଟ ଆଖିର୍ ପାନି ଭିଜି ଯାଏସି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍