STORYMIRROR

Akshayakumar Dash

Inspirational

4  

Akshayakumar Dash

Inspirational

ଉଦାର

ଉଦାର

1 min
44

ମନୁଷ୍ୟ  ଦୁରଦୃଷ୍ଟିରେ ଦେଖନ୍ତା

କାହାର ବିପଦରେ କାନ୍ଧ ଭିଡ଼ନ୍ତା

ନିତି ନିୟମ ରେ ଚଳନ୍ତା

ସୃଷ୍ଟିର ପ୍ରତେକ ଦୃଶ୍ୟ କୁ ଉଛିତ ସଂମାନ ଦିଅନ୍ତା

ସ୍ନେହ ସତଭାବନା ରଖନ୍ତା

ପଶୁ ପକ୍ଷୀ କୁଁ ଆହାର ଖୁଅନ୍ତା

ପରିବେଶ ସଫା ସୁତରା ରଖନ୍ତା

ଗଛ ଲତା ର ଯତ୍ନ ନିଅନ୍ତା

ଶାନ୍ତି ଓ ସଦ୍ଭାବନା ପାଳନ୍ତା

ତେବେ ତାକୁ ଯେତେ ଦୁଃଖଆସୁ

ସବୁ କଷ୍ଟ , ସୁଖ ଜୀବନ ପାଲଟି ଯାଆନ୍ତା

ଫୁଲର ଗନ୍ଧ, ମଣିଷର ସୁଗନ୍ଧ

ଗଛର ଫଳ ମଣିଷର ବଳ

କୂପର ଜଳପରି 

ଉଦାର ହୁଅନ୍ତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational