STORYMIRROR

Akshayakumar Dash

Action Inspirational Children

3  

Akshayakumar Dash

Action Inspirational Children

ଫଳ

ଫଳ

1 min
199


ଫଳତ ଫଳ

ପରୀକ୍ଷା ଫଳ

କର୍ମର ଫଳ

ପୁଣିସେ ଫଳ କିସ?

ଦଳକୁ ଦଳ 

ଗଛର ଫଳ

ଯୋଗାଏ ବଳ

ମାରଇ ଭୋକ ଶୋଷ।

କମଳା କୋଳି

ଆତାପି ଟୋଲି 

ସପେଟା ତୋଳି

ଆମ୍ବୃତ ଭଣ୍ଡା କେତେ

ସପୁରୀ ଆମ୍ବ

ଡାଳିମ୍ବ କାମ 

ପଣସ ଆମ

ଦେହକୁ ହିତ ସେତେ।

ଋତୁର ଫଳ

ଦେହକୁ ବଳ

ପଇଡ ଜଳ

ପଶିବ ନାହିଁ ରୋଗ,

ପନିପରିବା

ସିଝା ଖାଇବା

ଫଳ ପାଇବା

 ଆହାର କରି ଯୋଗ୍।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action