STORYMIRROR

Akshayakumar Dash

Fantasy Others Children

3  

Akshayakumar Dash

Fantasy Others Children

ଆଲକ

ଆଲକ

1 min
212

ପ୍ରତେକ ଜୀବନ ଆଲୋକ ମୟ

ଲଭିବାକୁ ହେବ ସବୁଠି ଜୟ।

ଅଜ୍ଞାନ ରୂପକ ଅନ୍ଧାର ପାଇଁ

ସୁରୁଜ ନିଇତି ଆସନ୍ତି ଧାଇଁ।

ଦିବସ୍ ଜୀବନେ ଦିଅଇ ଆଶା

ଅନ୍ଧାର ଆସିଲେ ଲାଗେ ନିରାଶା।

ଆଲୋକର ପର୍ବ ଦିଆଲି ଜାଣି

ବେଦ ପୁରାଣର ଅମୃତ ବାଣି।

ଆଗକୁ ଦେଖାଏ ସମ୍ବୃଧି ପଥ

କରମ ପରମ ଧରମ ସତ।

ଆଲୋକର ପଥ ମଙ୍ଗଳ ମୟ

ପରାଣେ ସଂଚାର ସଦା ବିଜୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Fantasy