STORYMIRROR

PRABHAS KUMAR MOHAPATRA

Abstract Fantasy

3  

PRABHAS KUMAR MOHAPATRA

Abstract Fantasy

ବହୁଦିନ ପରେ!

ବହୁଦିନ ପରେ!

1 min
12


ଦେଖା ହେଲା ଆଜି ବହୁ ଦିନ ପରେ

ହୃଦୟର ମଣିଷକୁ l

କାହିଁକି କେଜାଣି ପ୍ରକମ୍ପିତ କଲା

ମୋର ଏଇ ହୃଦୟକୁ ll


ଚାହିଁ ପାରିଲିନି ଆଖିକୁ ତାଙ୍କର

ବଦଳି ନାହାନ୍ତି ସିଏ l

କେଉଁ ଜନମରେ କି ସମ୍ପର୍କ ଥିଲାଯେ

ଅତୁଟ ବନ୍ଧନ ଇଏ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract