STORYMIRROR

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

ପ୍ରେମ ନୁହେଁ ଦୂର !

ପ୍ରେମ ନୁହେଁ ଦୂର !

1 min
39


କିଏ କହେ ପ୍ରେମ ଛଳନା ବାହାନା ପ୍ରତାରଣା ନିର୍ଯାତନା lପ୍ରେମ ଅଟେ ସେତ ଶାଶ୍ୱତ ଯେସତ୍ୟସ୍ବର୍ଗୀୟ ଅଟେ ଭାବନା ll

ପ୍ରେମ ନୁହେଁ ସେତ ଅଧୁନା ଚଳିତ ଆଧୁନିକ ଅଭିନୟ lଏବେ ଯେ ସ୍ୱୀକାର କ୍ଷଣେ ତିରସ୍କାରତାପରେ ହୁଏ ବିଦାୟ ll

ପ୍ରେମ ଅଟେ ସେତ ମନର ଯେ ମିତ ପାଖେ ପାଖେ ସଦା ଥାଏ lଶରୀର ଦୂରତା ଯେତେ ବଢିଲେବି ମନକି ଭୁଲିରେ ଯାଏ ll

ବିଦେହ ଭାବରେ ଆଖି ବୁଜିଦେଲେ ପାଖେ ଥାଏ ନୁହଁ ଦୂର lଏ ସାରା ସଂସାରେ ଦେହ ପ୍ରେମ ହାରେ ବିଦେହ ପ୍ରେମ ଅମର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational