STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ଜାଣିନି!

ଜାଣିନି!

1 min
213


ଦୁନିଆ ଭିଡ଼ରେ ହଜାରେ ଭିତରେ

ମନ କାଇଁ ତୋତେ ଖୋଜେ l

ସୁନ୍ଦର ଭିତରେ ହଜାରେ ମୁହଁରେ

ଆଖି କାଇଁ ତୋତେ ଖୋଜେ ll


ହଜାରେ ହୃଦୟ ଥାଇବି ପାଖରେ

ଥିଲେବି ତୁ ଯେତେ ଦୂରେ l

ଏ ହୃଦୟ କାଇଁ ଖୋଜେ ତୋ ହୃଦୟ

ପାଉନି ଉତ୍ତର ଥରେ ll


ଜାଣିନି କାହିଁକି କେଜାଣି କେମିତି

ହୃଦୟେ କରିଲୁ ଘର l

ଥିଲୁ ଜନ୍ମେ ଜନ୍ମେ ନୁହେଁ ଯେ ଏଜନ୍ମେ

ବିଦେହ ପ୍ରେମ ତୁ ମୋର l


Rate this content
Log in

Similar oriya poem from Inspirational