ମୁଁ ତାକୁ ପ୍ରେମ କରୁଛି !❤️
ମୁଁ ତାକୁ ପ୍ରେମ କରୁଛି !❤️
ମୁଁ ତାକୁ ପ୍ରେମ କରୁଛି,
ସେଥିପାଇଁ ତ ତାକୁ
ସ୍ୱାଧୀନ ଭାବରେ ଛାଡି ଦେଇଛି !
ମୁଁ ତାକୁ ମନ ଦେଇଛି ସେଥିପାଇଁ ତ
ତା ମନଙ୍କୁ ମୁକ୍ତ ଭାବେ ଛାଡିଦେଇଛି!
ଜୋର, ଜିଦି, ଜାହିର, ଶାସନ, ରାଣ,
ନିୟମ, ମିଛ ପ୍ରତିଶୃତି ରେ
କଣ ପ୍ରେମ ହୋଇଥାଏ କି!
ମୁଁ ଜାଣିଛି ମୁଁ ତାକୁ ଭଲ ପାଉଛି,
ସେଥିପାଇଁ ତ ସ୍ୱାଧୀନ ଛାଡ଼ିଛି!
ହଁ ମୁଁ ତାକୁ ଭଲ ପାଉଛି!
ହଁ ମୁଁ ତାକୁ ଭଲ ପାଉଛି !
କାରଣ ମୁଁ ଜାଣିଛି ମୋ
ପ୍ରେମକୁ ମୁଁ ପାଇ ଯାଇଛି!
ଶରୀର ଏକ ଅଂଶ ପ୍ରେମର ଠିକଣା ନୁହଁ!
ମୁଁ ଜାଣିଛି ମୁଁ ତାକୁ ଭଲ ପାଉଛି,
ସେଥିପାଇଁ ତ ସ୍ୱାଧୀନ ଛାଡ଼ିଛି!
ହଁ ମୁଁ ତାକୁ ଭଲ ପାଉଛି!
ହଁ ହଁ ମୁଁ ତାକୁ ଭଲ ପାଉଛି!

