STORYMIRROR

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

ଜୀବ ନଯିବା ଯାଏଁ ଅଟକି !

ଜୀବ ନଯିବା ଯାଏଁ ଅଟକି !

1 min
11


ପ୍ରେମ ଅଟେ ଏକ ବିଚିତ୍ର ବନ୍ଧନ 
ବାନ୍ଧି ହୁନେନା ନିଜ ଇଛାରେ l
ଯିଏ ଅଟେ ତୁମ ନିଜର ମଣିଷ 
ଛାଡି ଯାଏନି କେବେସେ ଦୂରେ ll 

ଲୋଡ଼ା ନାହିଁ ତାକୁ ମିଛରେ ବାନ୍ଧିବା 
ଲୋଡ଼ା ନାହିଁ ମିଛ ପ୍ରତିଶୃତି l
ଭାବେ ଯେ ତୁମକୁ ନିଜର ହୃଦୟୁ 
ଛାଡି ପାରିବ କିବା କେମିତି ll

ହଜାରେ ଆସିବେ ହଜାରେତ ଯିବେ 
ରହିଯିବେ ଯେ କିଛି ଅଟକି l
ଛାଡ଼ିବେନି କେବେ ହାତକୁ ତୁମର 
ଜୀବ ନଯିବା ଯାଏଁ ଅଟକି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational