STORYMIRROR

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

ପ୍ରତିମା ପ୍ରେମରେ...

ପ୍ରତିମା ପ୍ରେମରେ...

1 min
7

ପ୍ରତିମା ପ୍ରେମରେ ଭାରତ ପାଗଳ 
ମଣିଷକୁ ଦିଏ ଧୋକା...
ମଣିଷ ଅଟଇ ଜୀବନ୍ତ ପ୍ରେମର 
ବଞ୍ଚେ ଖାଇ ସିଏ ଧୋକା...
ମିଛ ହସ ପଛ ଦୁନିଆ ଭିଡରେ 
ସତକୁ ଖୋଜି ପାଉନି...
ସମ୍ମୁଖରେ ଏଠି ନିଜର ବୋଲାନ୍ତି 
ପଛେ ରୂପଯେ ଶକୁନି...
ଶକୁନି ଚରିତ୍ର ସେବେତ ହଟିବ 
ମଣିଷ ପାଇଲେ ଭଲ...
ପ୍ରେମମୟ ସାରା ସଂସାର ହୋଇବ 
ପାଅ ଯେ ସଭିଙ୍କୁ ଭଲ...

✍️
ପ୍ରଭାସ କୁମାର ମହାପାତ୍ର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational