STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ଏଇତ ସମ୍ପର୍କ

ଏଇତ ସମ୍ପର୍କ

1 min
5

ପ୍ରେମ କରିବାର ଆବଶ୍ୟକ ଅଛି 
ଜୀବନରେ ଥରେ ଭାଇ..
ହଜାରେ ଆସିବେ,ବହୁରୂପୀ ଯିବେ 
ପାଶେ ଥିବ ପ୍ରେମ ସେଇ...

ପ୍ରେମ କେବେ ସେତ ଛାଡେନିତ ହାତ
ହେଉ ପଛେ ଯେତେ ଦୁଃଖ..
ମିଛ ମଣିଷତ ବାହାନାତ ଖୋଜେ 
ଛାଡି ଯିବା ପାଇଁ ପାଖ...

ମିଛ ତା ସମ୍ପର୍କ ଅଭିନୟ ପ୍ରେମ 
ସ୍ୱାର୍ଥହିଁ ତ ମୂଳ ଯାର...
ସ୍ୱାର୍ଥ ପୂର୍ଣ୍ଣ ହେଲେ ବାହାନ ହଜାରେ 
ପଡ଼ିଯାଏ ସେଠି ଗାର...

✍️
ପ୍ରଭାସ କୁମାର ମହାପାତ୍ର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational